ବିଶେଷା ବିଶେଷି
ବିସୃତ ଭାବରେ —Extensively.
[ଉ—ଲୋମଶ ବୋଇଲେ ତା ବିଶେଷା ବିଶେଷି, ଶୁଣିଲେ ସିନା ନୃପ ହୋବ ତୁମ୍ଭେ ତୋଷୀ— କୃଷ୍ଣସିଂହ. ମହାଭାରତ ବନ]