ବିଶେଷିତ
ଦେଖଣା
ବିଶେଷିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବିଶେଷ=ପ୍ରଭେଦ+ଜାତାର୍ଥେ. ଇତ, ବା ବି+ ଶିଷ୍ ଧାତୁ, ଣିଦନ୍ତି, ଶେଷି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଭେଦ କୃତ —୧. Distinguished.
- ୨. ଚିହ୍ନିତ — ୨. Marked.
ଦେଶଜ - ବିଶେଷଣ -
[ସମ୍ପାଦନା]ବିଶେଷ; ଅତିଶୟ — Very much.
[ଉ—ବଳୁଳ ତିଳର ଯଥା ଉଶ୍ୱାସେ ରହିଲା, ବିଶେଷିତ ଅଦ୍ଭୁତ ଏ ସେ ସମାନେ ହେଲା— ଭଞ୍ଜ. ବୈଦେହୀଶବିଳାସ ]