ବିଶେଷୋକ୍ତି
ଦେଖଣା
ବିଶେଷୋକ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଶେଷ+ଉକ୍ତି)
[ସମ୍ପାଦନା]କାବ୍ୟର ଅଳଙ୍କାର ବିଶେଷ; (କାରଣ ଉପସ୍ଥିତ ଥିଲେ ମଧ୍ୟ ଯେଉଁ—ଠାରେ ଉପଯୁକ୍ତ କାର୍ଯ୍ୟ ବା ଫଳ ଦେଖାଯାଏ ନାହିଁ ସେଠାରେ ବିଶେଷୋକ୍ତି ଅଳଙ୍କାର ହୁଏ) —A figure of speech where the effect is absent through the cause is present.
[ଦ୍ରଷ୍ଟବ୍ୟ —ଉଦାହରଣ ଯଥା— ଶାସ୍ତ୍ର— ଜ୍ଞାନ ସତ୍ତ୍ୱେ ଜଡ଼, ଅନ୍ଧ ଚକ୍ଷୁ ଥାଇ, ହେଲେହେଁ ଜାଗ୍ରତ ଗାଢ଼ନିଦ୍ରାଅଭିଭୂତ, ଦରାଣ୍ଡି ହୁଅନ୍ତି ଆହା ! ମହାଘୋର ତମେ, ଦ୍ୱୀପ ସତ୍ତ୍ୱେ, ମମତାର ଦୁଶ୍ଛେଦ୍ୟ ବନ୍ଧନେ ରାଧାନାଥ (ମହାଯାତ୍ରା) କୁଳମଣି—ଅଳଙ୍କାର ତରଙ୍ଗିଣୀ ]