Jump to content

ବିଶେଷ କାମ

ଉଇକିଅଭିଧାନ‌ରୁ

ବିଶେଷ କାମ

ଉଚ୍ଚାରଣ

[ସମ୍ପାଦନା]

(ବିଶେଷ କାର୍ଯ୍ୟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଶିଷ୍ଟ କାର୍ଯ୍ୟ —୧. A particular work.
୨. ଜରୁରି କାମ —୨. Urgent work.
୩. ଯେଉଁ କାର୍ଯ୍ୟରେ ଫୁରସତ୍ ମିଳେ ନାହିଁ —୨. A work admitting of no leisure.
୪. ବହୁତ ବା ଅତିରିକ୍ତ କାର୍ଯ୍ୟ — Extra or excessive work.