Jump to content

ବିଶେଷ ବିଧି

ଉଇକିଅଭିଧାନ‌ରୁ

ବିଶେଷ ବିଧି

ଉଚ୍ଚାରଣ

[ସମ୍ପାଦନା]

(ବିପରୀତ—ସାମାନ୍ୟ ବିଧି)

ସଂସ୍କୃତ - ବିଶେଷ୍ୟ - (ବିଶେଷ+ବିଧି)

[ସମ୍ପାଦନା]

ସାଧାରଣ ବିଧାନର ଅପବାଦକ ବିଧାନ; କୌଣସି ନିର୍ଦ୍ଦିଷ୍ଟ ବିଷୟ ନିମନ୍ତେ ରଚିତ ସ୍ୱତନ୍ତ୍ର ବିଧି — Special rule; a rule which qualifies or does not follow a general rule.