Jump to content

ବିଶେଷ ବୁଦ୍ଧି

ଉଇକିଅଭିଧାନ‌ରୁ

ବିଶେଷ ବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବିଶେଷ+ବୁଦ୍ଧି)

[ସମ୍ପାଦନା]

ପ୍ରଭେଦ ବୁଦ୍ଧି; ଏକାଧିକଙ୍କ ମଧ୍ୟରେ ଜଣକୁ ଅନ୍ୟଠାରୁ ଭିନ୍ନରୂପେ ଦୃଷ୍ଟି କରିବାର ବିଚାର —Discrimination; differentiation.

[ଉ—ମୋର ପୁତ୍ର ପାଣ୍ଡୁ ପୁତ୍ରଙ୍କର ଠାରେ, ବିଶେଷ ବୁଦ୍ଧି ମୋର ଥିଲା କିଞ୍ଚିତରେ କୃଷ୍ଣସିଂହ, ମହାଭାରତ ଆଦି]