Jump to content

ବିଶେହରୀ

ଉଇକିଅଭିଧାନ‌ରୁ

ବିଶେହରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଶ୍ୱେଶ୍ୱରୀ)

[ସମ୍ପାଦନା]
୧. ଦୁର୍ଗା ଠାକୁରାଣୀ — ୧. A name of Durgā
୨. (ସଂସ୍କୃତ - ବିଷହାରିଣୀ) ମନସା ଦେବୀ —୨. Goddess Manasā

(ଉ—ଅହି ମାଣିକ୍ୟ ବିଶେହରୀ ସୁତ, ମାତା ଆଜ୍ଞାରୁ ଯେ; ମର୍ତ୍ତେ ମଞ୍ଚରେ ହୋଇଲେ ଜାତ ୟେ ପ୍ରାଚୀ. ପ୍ରତାପ ଶଶିସେଣା)