ବିଶୋଇବା
ଦେଖଣା
ବିଶୋଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ବିଶ୍ରାମ)—ବିଶ୍ରାମ କରିବା —୧. To take rest.
- ୨. (ବି+ସ୍ପୃଶ୍ ଧାତୁ)—ସ୍ପର୍ଶ କରିବା — ୨. To touch.
[ଉ—ବାଟେ ସେ ବନରେ ପଡ଼ିଥିଲା ଦିବ୍ୟ ଶିଳା, ବିଶୋଉଁ ରାମ ଚରଣ ଲାଗି ସେ ଅବଳା ଭଞ୍ଜ. ବୈଦେହୀଶବିଳାସ]
ଅନୁବାଦ
[ସମ୍ପାଦନା]- ୩. (ବିଶ୍ ଧାତୁ= ପ୍ରବେଶ କରିବା)—ଆଘାତ (ବିଶ୍ ଧାତୁ=ପ୍ରବେଶ କରିବା)—ଆଘାତ କରିବା —୩. To strike.
[ଉ—ବିଶୋଇଲା ସେ ଲକ୍ଷଣ ଅଙ୍ଗେ; ବିଜ୍ଞାନ ସେ ଯଥା ଛୁଇଁ ନାଗେ ଭଞ୍ଜ. ବୈଦେହୀଶ ବିଳାସ ]
- ୪. ପ୍ରବେଶ କରିବା —୪. To enter.
- ପହଞ୍ଚିବା —୫. To reach; to arriveat.
- ୬. (ବି+ସମ୍+ଚି ଧାତୁ)—ସଞ୍ଚିତ କରି ରଖିବା —୬. To keep; to store up.
- ୭. ପାଦତଳେ ପଡ଼ିବା; ଗୋଡ଼ ତଳେ ପଡ଼ିବା —୭. To fall at another's feet in supplication.
ଅନୁବାଦ
[ସମ୍ପାଦନା][ଉ—ବିଶୋଉ ଅନୁସାରି, ଯେହିଁ କୋଦଣ୍ଡଧାରୀ, ପ୍ରଶଂସି କୋଳକୁ ଆଦରି ଭଞ. ବୈଦେହୀଶବିଳାସ
- ୭. (ସଂସ୍କୃତ - ବି+ସ୍ମରଣ)ପାଶୋରିବା — ୭. To forget.