Jump to content

ବିଶୋଧନ

ଉଇକିଅଭିଧାନ‌ରୁ

ବିଶୋଧନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବି+ଶୋଧନ)

[ସମ୍ପାଦନା]
୧. ବିଶୁଦ୍ଧୀକରଣ; ପବିତ୍ରୀ— କରଣ —୧. Purification; sanctification.
୨. ସଂଶୋଧନ —୨. Coprrection; rectification.

ଅନୁବାଦ

[ସମ୍ପାଦନା]

ବିଶୋଧନ, ବିଶୋଧନ ପାଉତି, ବିଶୋଧନି—ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ହିସାବର ଅଡ଼ୁଆ ନିସ୍ପତ୍ତି — ୧. Final settlement of accounts.
୨. ଋଣର ପୂର୍ଣ୍ଣ ପରିଶୋଧ —୨. Liquidation of a debt.
୩. ଋଣ ପରିଶୋଧ ହେବାର ଫରକତି ବା ସମାପ୍ତି ରସିଦ — ୩. A receipt of full satisfaction granted by a creditor to a debtor.
୪. ଜମିଦାର ପ୍ରଜାଠାରୁ ନେଇଥିବା ବର୍ଷକ ଖଜଣାର ବର୍ଷର ହିସାବନିକାଶ ରସିହ —୪. A final rent- receipt granted by a landlord to a royat when the balance of a year's rent is paid in full.