Jump to content

ବିଶୋଧିବା

ଉଇକିଅଭିଧାନ‌ରୁ

ବିଶୋଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ) କ୍ରି. (ସଂସ୍କୃତ - ବିଶୋଧନ)

[ସମ୍ପାଦନା]
୧. ବିନାଶ କରିବା ୧. To destroy.
୨. ବିଶୁଦ୍ଧ କରିବା —୨. To purify.

[ଉ—ବିଶୁଦ୍ଧ କରି ହୋଇ ସେ ବନ କାବ୍ୟରୁ ବିଶୋଧିଲେ ଦୂଷଣକୁ ପ୍ରଚାରୁ ଭଞ୍ଜ. ବୈଦେହୀଶବିଳାସ ]