Jump to content

ବିଶୋଭିବା

ଉଇକିଅଭିଧାନ‌ରୁ

ବିଶୋଭିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବି+ଶୋଭା)

[ସମ୍ପାଦନା]

ବିଶିଷ୍ଟ ରୂପେ ଶୋଭା ପାଇବା —To shine; to be brill;iant; to appear in glory.

(ଉ— ବିଶୋଭିଲା ଉଜ୍ଜୟିନୀ ରମଣୀୟ ବେଶେ ଚିନ୍ତାମଣି— ବିକ୍ରମାଦିତ୍ୟ )