Jump to content

ବିଶୋଷଣ

ଉଇକିଅଭିଧାନ‌ରୁ

ବିଶୋଷଣ

ଉଚ୍ଚାରଣ

[ସମ୍ପାଦନା]

(ବିଶୋଷଣୀୟ, ବିଶୋଷ୍ୟ. ବିଶୋଷକ—ବିଣ)

ସଂସ୍କୃତ - ବିଶେଷ୍ୟ - (ବି+ଶୁଷ୍ ଧାତୁ= ଶୁଷ୍କ ହେବା+ଭାବ ଅନ)

[ସମ୍ପାଦନା]

ସମ୍ପୂର୍ଣ୍ଣରୂପେ ଶୋଷିନେବା; ଶୋଷଣ; ଶୁଷ୍କକରଣ —Sucking up