Jump to content

ବିଶ୍

ଉଇକିଅଭିଧାନ‌ରୁ

ବିଶ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. କ୍ୱିପ୍)—ପୁଲିଙ୍ଗ -

[ସମ୍ପାଦନା]
୧. ବୈଶ୍ୟ; ବଣିଚ୍ ଜାତି —୧. The trading caste amongst the Hindus.
୨. ମନୁଷ୍ୟ — ୨. Man.
୩. ସ୍ତ୍ରୀ —୩. Woman.
୪. କନ୍ୟା —୪. Daughter.
୫. କୁମାରୀ —୫. A virgin; a maid.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବ୍ୟାପକ —Pervading; spreading.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବିଷୟ)

[ସମ୍ପାଦନା]
୧. ସମ୍ପର୍କ; ସମ୍ୱନ୍ଧ —୧. Connection.
୨. ବିଷୟ —୨. Matter.

(ଯଥା—ମୋ ଭଳିଆ ଅଦା ବେପାରୀର ଜାହଜ ଖବରରେ କି ବିଶ୍ ଅଛ?)

(ବିଶି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ବିଂଶତି; ପ୍ରା. ବୀଶତି; ବୀସା)

[ସମ୍ପାଦନା]

କୋଡ଼ିଏ — Twenty.

(ଉ—ଠାର୍ ଠୃର ଊଣେଶ୍ ବିଶ୍— ଢଗ)

[ଦ୍ରଷ୍ଟବ୍ୟ —ଓଡ଼ିଆ ଭାଷାରେ କୋଡ଼ିଏ ସ୍ଥାନରେ ବିଶ୍ କ୍ୱଚିତ୍ ବ୍ୟବହୃତ ହୁଏ ପୂର୍ବେ ଓଡ଼ିଆରେ କୋଡ଼ିଏ ଅର୍ଥରେ ବିଶ୍ ବ୍ୟବହାର ହେଉଥିବାର ପ୍ରମାଣ ମିଳେ, ଯଥା— ବିଶି ଦସ୍ତି ପଦିକା=ଯେଉଁ ପଦିକାର ଲମ୍ୱ ୨ ଦସ୍ତି; ବିଶା ଶହେ=୧୨: ; ବିଶା ଦୁଇଶ=୨୨: ]