Jump to content

ବିଶ୍ରବା

ଉଇକିଅଭିଧାନ‌ରୁ

ବିଶ୍ରବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଶ୍ରବସ୍ ଶବ୍ଦର ୧ମା. ୧ବ=ବିଶ୍ରବାଃ)

[ସମ୍ପାଦନା]

ରାବଣର ପିତା —Name of the father of Rābaṇa.

(ଉ—ବିଶ୍ରବାଋଷିରୁ ବୈଶ୍ରବଣ ହେଲେ ଜାତ, ସୁଲକ୍ଷଣ ବୋଲି କୋଳେ ଘେନି ଜଗତ୍ରାତ ବିଶ୍ୱନାଥ. ବିଚିତ୍ରରାମାୟଣ )