Jump to content

ବିଶ୍ରବ୍ଧାଳପ

ଉଇକିଅଭିଧାନ‌ରୁ

ବିଶ୍ରବ୍ଧାଳପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଶ୍ରବ୍ଧା+ଆଳାପ)

[ସମ୍ପାଦନା]

ବିଶ୍ୱାସପୂର୍ଣ୍ଣ କଥା; ବନ୍ଧୁଜନଙ୍କ ମଧ୍ୟରେ ଗୋପନୀୟ କଥାବାର୍ତ୍ତା —Confidential talk.