Jump to content

ବିଶ୍ରମ

ଉଇକିଅଭିଧାନ‌ରୁ

ବିଶ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଶ୍ରମ୍ ଧାତୁ= କ୍ଳାନ୍ତ ହେବା+ଭାବ. ଅ)

[ସମ୍ପାଦନା]
୧. ବିରାମ —୧. Stoppage; discontinuance
୨. ବିଶ୍ରାମ —୨. Rest.

ଦେଶଜ - ବିଶେଷଣ -

[ସମ୍ପାଦନା]

ବେଶର୍ମା; ଲଜ୍ଜାହୀନ —Shame-less.

(ଉ—କିଞ୍ଚିତଶ୍ରମ ପାଇ ବିଶ୍ରାମ ହେବାରୁ କେଉଁ କାର୍ଯ୍ୟ ଦୀନକୃଷ୍ଣ. ରସକଲ୍ଲୋଳ )