Jump to content

ବିଶ୍ରାନ୍ତ

ଉଇକିଅଭିଧାନ‌ରୁ

ବିଶ୍ରାନ୍ତ

ଉଚ୍ଚାରଣ

[ସମ୍ପାଦନା]

(ବିପରୀତ—ଅବିଶ୍ରାନ୍ତ)

ସଂସ୍କୃତ - ବିଣ—(ବି+ଶ୍ରାମ୍ ଧାତୁ= କ୍ଳାନ୍ତ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ବିଶ୍ରାମଯୁକ୍ତ —୧. Rested.
୨. ନିବୃତ୍ତ; କ୍ଷାନ୍ତ ବିରତ —୨. Stopped; ceased.