Jump to content

ବିଶ୍ରାନ୍ତି

ଉଇକିଅଭିଧାନ‌ରୁ

ବିଶ୍ରାନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଶ୍ରମ୍ ଧାତୁ= କ୍ଳାନ୍ତ ହେବା+ଭାବ. ତି)

[ସମ୍ପାଦନା]
୧. ବିରାମ; ନିବୃତ୍ତି; କ୍ଷାନ୍ତ —୧. Cessation; stoppage.
୨. ଖେଦାପନୟନ; ଶ୍ରମାପନୟନ; ବିଶ୍ରାମ; ଆଳସ୍ୟ ମେଣ୍ଟାଇବା —୨. Refreshment; recreation.
୩. ପରିଶ୍ରମରୁ ଆରାମ ନେବା —୩. Cessation from toil.
୪. (+ଅଧି. ତି) ବିଶ୍ରାମ ଘାଟ; ତୀର୍ଥ ବିଶେଷ —୪. Name of a sacred place of Hindu pilgrimage.