Jump to content

ବିଶ୍ରାବ

ଉଇକିଅଭିଧାନ‌ରୁ

ବିଶ୍ରାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଶ୍ରୁ ଧାତୁ= ଶୁଣିବା+କର୍ମ. ଅ)

[ସମ୍ପାଦନା]
୧. ଖ୍ୟାତି; ପ୍ରସିଦ୍ଧି —୧. Fame; renown; notoriety.
୨. ଧ୍ୱନି —୨. Sound; noise.
୩. ଦ୍ରବବସ୍ତୁର କ୍ଷରଣ — ୩. Oozing; leaking of a liquid.