Jump to content

ବିଶ୍ରାମ

ଉଇକିଅଭିଧାନ‌ରୁ

ବିଶ୍ରାମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବି—(ବି+ଶ୍ରମ୍ ଧାତୁ=କ୍ଳାନ୍ତ ହେବା+ଭାବ. ଅ)

[ସମ୍ପାଦନା]
୧. ବିରାମ; ନିବୃତ୍ତି —୧. Cessation.
୨. ଆରାମ; ଶ୍ରମାପନୋଦନ —୨. Rest; recreation.
୩. କାର୍ଯ୍ୟରୁ ଛୁଟି —୩. Leave; vacation; recess.
୪. ପରିଶ୍ରମ ପରେ କାର୍ଯ୍ୟରୁ ନିବୃତ୍ତି; ଶ୍ରମରି ବିରତି —୪. Retiring from work; respite from toil.
୫. ଫୁରସତ୍ — ୫. Leisure.
୬. କ୍ଷଣକାଳ ପାଇଁ ଶ୍ରମାପନୋଦନ ୬. Taking temporary or brief rest.
୭. ଶାରଦୀୟ ଦୁର୍ଗାପୂଜା ସମୟରେ ଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ୩ଟି ତିଥି ଯେବେ ଚାରି ଦିନରେ ପଡ଼େ, ତେବେ ତହିଁ ମଧ୍ୟରୁ ନବମୀର ପରବର୍ତ୍ତୀ ଯେଉଁ ଦିନରେ ଦୁର୍ଗାଙ୍କର ପୂଜାଦି ସ୍ଥଗିତ ରଖାଯାଏ —୭. A day of rest or cessation of worship of Goddess Durga in the course of the ୭th, ୮th and ୯th days of the bright lunar fortnight of the month of Aṡwina, if these ୩ tithis cover a period of ୨ days.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭୁତ ପ୍ରେତ— ଆଦିଙ୍କର ଓ ଦେବଦେବୀଙ୍କର ମନୁଷ୍ୟ ଦେହରେ ବା ଗୃହାଦିରେ ଆବେଶ —Possession of a house or person by an evil spirit Deity.