ବିଶ୍ରାମ କୁଟୀର
(ବିଶ୍ରାମଗୃହ, ବିଶ୍ରାମଭବନ, ବିଶ୍ରାମାଗାର, ବିଶ୍ରାମାଗାର , ବିଶ୍ରାମାଳୟ)—ଅନ୍ୟରୂପ
ଯେଉଁ ଗୃହରେ ଶ୍ରାନ୍ତ ବ୍ୟକ୍ତିମାନେ ଆରାମ ପାଆନ୍ତି —Refreshment room; rest house; rest shed.