ବିଶ୍ରାମ ଦିନ
ଦେଖଣା
ବିଶ୍ରାମ ଦିନ
ଉଚ୍ଚାରଣ
[ସମ୍ପାଦନା]ବିଶ୍ରାମ ଦିବସ, ବିଶ୍ରାମ ବାର, ବିଶ୍ରାମ ବାସରଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ବିଶ୍ରାମ+ଦିନ)
[ସମ୍ପାଦନା]- ୧. ଯେଉଁ ଦିନ କାର୍ଯ୍ୟରୁ ବିଶ୍ରାମ ନେବାକୁ ହୁଏ — ୧. Day of rest.
- ୨. ଛୁଟି ଦିନ —୨. Holiday.
- ୩. (ଆଧୁନିକ ପ୍ରୟୋଗ) ଖ୍ରୀଷ୍ଟିଆନ୍— ମାନଙ୍କର ରବିବାର —୩. Sabbath or sunday of the Christians.
[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟଧର୍ମଶାସ୍ତ୍ର ମତରେ ଭଗବାନ୍ ୬ ଦିନ କାଳ ପୃଥିବୀକୁ ସୃଷ୍ଟି କରିବାରେ ପରିଶ୍ରମ କରି ରବିବାର ଦିନ ବିଶ୍ରାମ ଗ୍ରହଣ କରିଥିଲେ ]