ବିଶ୍ରାମ ନେବା
ଦେଖଣା
ବିଶ୍ରାମ ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଶ୍ରାମ ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଳସ ମେଣ୍ଟଣ କରିବା; ଅଳସ ମେଣ୍ଟାଇବା —୧. To take rest.
- ୨. ବିଶ୍ରାମ କରିବା —୨. To rest .
- ୩. ଛୁଟି ଗ୍ରହଣ କରିବା —୩. To take leave.
- ୪. ଆଶ୍ରୟ ନେବା —୪. To take shelter.