Jump to content

ବିଶ୍ରାମ ପାଇବା

ଉଇକିଅଭିଧାନ‌ରୁ

ବିଶ୍ରାମ ପାଇବା

ଉଚ୍ଚାରଣ

[ସମ୍ପାଦନା]

ବିଶ୍ରାମ ପ୍ରାପ୍ତ ହେବା, ବିଶ୍ରାମ ଲଭିବା, ବିଶ୍ରାମ ଲାଭ କରିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କାର୍ଯ୍ୟରୁ ଫୁରସେତ୍ ପାଇବା — ୧. To have leisure from work.
୨. ଛୁଟି ପାଇବା —୨. To get leave; to be relieved from work.
୩. ବିଶ୍ରାମ କରିବା —୩. To take rest.
୪. ଆଶ୍ରୟ ପାଇବା —୪. To get shelter.