ବିଶ୍ରାମ ପ୍ରାପ୍ତି
ଦେଖଣା
ବିଶ୍ରାମ ପ୍ରାପ୍ତି
ଉଚ୍ଚାରଣ
[ସମ୍ପାଦନା](ବିଶ୍ରାମ ଲାଭ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଶ୍ରାମ+ପ୍ରାପ୍ତି)
[ସମ୍ପାଦନା]- ୧. ବିଶ୍ରାମ ନେବା — ୧. Taking rest.
- ୨. ବିଶ୍ରାମ ଭୋଗ କରିବା —୨. Enjoyment of rest.
- ୩. ଆଶ୍ରୟପ୍ରାପ୍ତି —୩. Getting of shelter.
- ୪. ଛୁଟି ମିଳିବା —୪. Getting of leave.
- ୫. କାର୍ଯ୍ୟରୁ ବିଦାୟ ମିଳିବା —୫. Retirement from service.