Jump to content

ବିଶ୍ରାମ ପ୍ରାର୍ଥନା

ଉଇକିଅଭିଧାନ‌ରୁ

ବିଶ୍ରାମ ପ୍ରାର୍ଥନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ, ବିଶ୍ରାମ+ପ୍ରାର୍ଥନା)

[ସମ୍ପାଦନା]
୧. କାର୍ଯ୍ୟରୁ ଛୁଟି ପାଇବା ପାଇଁ ଅନନୟ —୧. Application for getting leave; leave-application.
୨. ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ— ନିମନ୍ତେ ଅନୁନୟ —୨. Prayer for being allowed rest.
୩. ଆଶ୍ରୟ ପ୍ରର୍ଥନା —୩. Prayer for being granted shelter.