Jump to content

ବିଶ୍ରୀ

ଉଇକିଅଭିଧାନ‌ରୁ

ବିଶ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରିହୀ; ବି=ନାହିଁ+ଶ୍ରୀ=ଶୋଭା)

[ସମ୍ପାଦନା]
୧. ଶ୍ରୀହୀନ, ଶ୍ରୀଭ୍ରଷ୍ଟ; ହତଶ୍ରୀ —୧. Shorn of beauty.
୨. କୁତ୍ସିତ —୨. Depraved; ugly.
୩. କଦାକାର; ଅସୁନ୍ଦର; ପରପଞ୍ଚ; କୁରୂପ —୩. Deformed.
୪. ଅତି— ନୀଚ —୪. Very low ; mean.
୫. ହତଭାଗ୍ୟ — ୫. Unfortunate; ill fated; luckless.