Jump to content

ବିଶ୍ରୁତ

ଉଇକିଅଭିଧାନ‌ରୁ

ବିଶ୍ରୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଶ୍ରୁ ଧାତୁ= ଶୁଣିବା+କର୍ମ. ତ)

[ସମ୍ପାଦନା]
୧. ବିଖ୍ୟାତ; ପ୍ରସିଦ୍ଧ — ୧. Famous; famed; celebrated.
୨. ଧ୍ୱନିତ —୨. Sounded; resounded.
୩. ଜ୍ଞାତ —୩. Known.
୪. ଦୁଷ୍ଟ — ୪. Gladdened; merry.