Jump to content

ବିଶ୍ରୁତି

ଉଇକିଅଭିଧାନ‌ରୁ

ବିଶ୍ରୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଶ୍ରୁ ଧାତୁ= ଶୁଣିବା+ଭାବ. ତି)

[ସମ୍ପାଦନା]
୧. ଖ୍ୟାତି, ପ୍ରସିଦ୍ଧି —୧. Fame; renown; celebrity.
୨. ଦ୍ରବ ପଦାର୍ଥର କ୍ଷରଣ —୨. Oozing of any liquid.
୩. ସ୍ରୋତଃ —୩. Current.