Jump to content

ବିଶ୍ଳିଷ୍ଟ

ଉଇକିଅଭିଧାନ‌ରୁ

ବିଶ୍ଳିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ବିଯୁକ୍ତ; ବିଚ୍ଛିନ୍ନ —୧. Separated.
୨. ବିଭିନ୍ନ — ୨. Distinct; disconnected; separate.
୩. ବିମୁକ୍ତ —୩. Released; liberated.
୪. ଅସଂଯୁକ୍ତ —୪. Unconnected.
୫. ବିକସିତ; ପ୍ରକାଶିତ; ପ୍ରସ୍ଫୁଟିତ —୫. Expanded; blown; revealed; mainfested.
୬. ଯହିଁରୁ ବିଭିନ୍ନ ଉପାଦାନମାନ ପୃଥକ୍ କରାଯାଇ ଥାଏ — ୬. Analysed.
୭. ଶିଥିଳୀକୃତ —୭. Slackened; loosed; relaxed.