ବିଶ୍ଳେଷ
ଦେଖଣା
ବିଶ୍ଳେଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+ଭାବ. ଅ)
[ସମ୍ପାଦନା]- ୧. ବିଚ୍ଛେଦ; ବିଯୋଗ —୧. Separation; disjunction.
- ୨. ପ୍ରକାଶ; ବିକାଶ —୨. Expansion; mainfestation
- ୩. ଶୈଥିଲ୍ୟ — ୩. Slackness; relaxation; diatoriness.
- ୪. ବିଭାଗ; ବସ୍ତର ବିଭିନ୍ନ ଉପାଦାନମାନଙ୍କର ପୃଥଗ୍ଭାବ — ୪. Analysis.
- ୫. ବିରାଗ —୫. Disgust; dis- relish; apathy; unconcern.