ବିଶ୍ୱ
ଦେଖଣା
ବିଶ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବିଶ୍ ଧାତୁ=ପ୍ରବେଶ କରିବା+ଅଧି (ସଂଜ୍ଞାର୍ଥେ) ବ
[ସମ୍ପାଦନା]- ୧. ସୃଷ୍ଟି; ବ୍ରହ୍ମାଣ୍ଡ; ଜଗତ୍ —୧. The creation; the universe.
- ୨. ଗଣଦେବତାବିଶେଷ —୨. Ten groups of Deities.
[ଦ୍ରଷ୍ଟବ୍ୟ —ଏମାନେ ସଂଖ୍ୟାରେ ୧; ବସୁ, ସତ୍ୟ, କ୍ରତୁ, ଦକ୍ଷ, କାଳ, କାମ ଧୃତି, କୁରୁ, ପୁରୁରବାଃ ଓ ମାଦ୍ରବ ]
- ୩. (ବେଦାନ୍ତ) ବ୍ରହ୍ମାଣ୍ଡର ସମସ୍ତ ଜଡ଼ ଶରୀରରେ ବିରାଜିତ ଚୈତନ୍ୟ — ୩. The consciousness pervading all the material beings of the universe
- ୪. ବିଶ୍ୱ— କର୍ମା —୪. The Divine architect of the creation.
- ୫. ପରିମାଣବିଶେଷ; ଏକ ଛଟାଙ୍କି; ଏକ ବିଶ୍ୱା —୫. A unit of measure or weight
- ୬. ଆତ୍ମା —୬. The soul (Apte).
- ୭. ନାଗର — ୭. A citizen (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ସମୁଦାୟ; ସମସ୍ତ —୧୨. All; whole.
- ୨. ସମଗ୍ର ବ୍ରହ୍ମାଣ୍ଡ— ସମ୍ୱନ୍ଧୀୟ —୨. Univeasal.