Jump to content

ବିଶ୍ୱକର୍ମା

ଉଇକିଅଭିଧାନ‌ରୁ

ବିଶ୍ୱକର୍ମା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବିଶ୍ୱକର୍ମନ୍; ବହୁବ୍ରୀହି; ବିଶ୍ୱ=ସର୍ବବ୍ୟାପୀ+ କର୍ମନ=କାର୍ଯ୍ୟ)

[ସମ୍ପାଦନା]
୧. ବ୍ରହ୍ମାଙ୍କର ପୁତ୍ର; ଦେବଶିଳ୍ପୀ —୧. Name of the Divine architect in Hindu mythology.
୨. ସୂର୍ଯ୍ୟ ଦେବ —୨. The Sun-god.
୩. ମୁନିବିଶେଷ —୩. Name of a sage.
୪. ସର୍ବସ୍ରଷ୍ଟା ପରମେଶ୍ୱର — ୪. God, the Creator of the universe.

[ଦ୍ରଷ୍ଟବ୍ୟ —ପୁରାଣମତରେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରେ ବିଶ୍ୱକର୍ମା ଜନ୍ମଗ୍ରହଣ କରିଥିଲେ ବେଦରେ ବିଶ୍ୱକର୍ମା 'ତୁଷ୍ଟା' (ତୁଷ୍ଟ) ନାମରେ ପ୍ରସିଦ୍ଧ ବିଶ୍ୱକର୍ମା ସ୍ଥାପିତ୍ୟ ବିଜ୍ଞାନରେ ପ୍ରଥମ ପ୍ରାକାଶୟିତା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଢ଼େଇ —A carpenter.