Jump to content

ବିଶ୍ୱକର୍ମାସୁତ

ଉଇକିଅଭିଧାନ‌ରୁ

ବିଶ୍ୱକର୍ମାସୁତ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwakarmā suta
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo kˈɔ ɾˈɔ hˈʌlˈʌntɔ mˈɔ ˈakaɾ dˌonteʃʃˈɔ hɾˈɔʃʃoˌukaɾ tˈɔ
  • (file)
  • (file)

ଦେଶଜ - ବିଶେଷ୍ୟ - (୬ଷ୍ଠୀତତ୍; ସଂସ୍କୃତ - ବିଶ୍ୱକର୍ମସୁତ)

[ସମ୍ପାଦନା]

ନଳ ନାମକ ବାନର —A name of the monkey Naḻa.

[ଉ—ବାନ୍ଧ ସେତୁ ହେତୁ ଅଛି ବିଶ୍ୱକର୍ମା ସୁତ ଭଞ୍ଜ. ବୈଦେହୀଶବିଳାସ]