Jump to content

ବିଶ୍ୱକୋଷ

ଉଇକିଅଭିଧାନ‌ରୁ

ବିଶ୍ୱକୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]
୧. ବଙ୍ଗୀୟ ପଣ୍ଡିତ ନଗେନ୍ଦ୍ରନାଥ ବସୁ ପ୍ରାଚ୍ୟବିଦ୍ୟାମହାର୍ଣ୍ଣବଙ୍କ ସଂକଳିତ ବଙ୍ଗ ଭାଷାହର ଜ୍ଞାନଗବେଷଣାପୂର୍ଣ୍ଣ କୋଷଗ୍ରନ୍ଥ — ୧. Title of an eneyclopedia in Benglee compiled by Babu Nagendranath Basu.
୨. ଭାଷା ପ୍ରଚଳିତ ଶବ୍ଦମାନଙ୍କ ବିଷୟରେ ଯାବତୀୟ ଜ୍ଞାତବ୍ୟ ବିଷୟ ଲେଖାଥିବା ଜ୍ଞାନଗବେଷଣାପୂର୍ଣ୍ଣ ଅଭିଧାନ ଗ୍ରନ୍ଥ — ୨. Encyclopedia.