ବିଶ୍ୱକ୍—ସେନ
ଦେଖଣା
ବିଶ୍ୱକ୍—ସେନ
ଉଚ୍ଚାରଣ
[ସମ୍ପାଦନା](ବିଷ୍ୱକ୍ସେନ୍—ଅନ୍ୟରୂପ)
ସଂସ୍କୃତ - ବି—(ବହୁବ୍ରିହୀ; ବିଶ୍ୱକ୍= ସର୍ବବ୍ୟାପୀ+ସେନା)
[ସମ୍ପାଦନା]- ୧. ବିଷ୍ଣୁ —୧. Bishūu.
- ୨. (ନାମ) ତ୍ରୟୋଦଶ ମନୁ; ମନୁଙ୍କର ତ୍ରୟୋଦଶ ପୁରୁଷର ନିମ୍ନ ବଂଶଧର —୨. The name of the descendant of Manu tn the ୧୩th generation.
- ୩. ବିଷ୍ଣୁଙ୍କର ନିର୍ମାଲ୍ୟବଳିଗ୍ରାହୀ ଦେବ — ୩. A deity who gets portion of the food after it is offered to Bishṇu.