Jump to content

ବିଶ୍ୱଜିତ୍

ଉଇକିଅଭିଧାନ‌ରୁ

ବିଶ୍ୱଜିତ୍

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwajit
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɟˈɔ hɾˌɔʃʃoˈikaɾ tˈɔ hˈʌlˈʌntɔ

ସଂସ୍କୃତ - ବିଶେଷଣ - ଫୁ. (ବିଶ୍ୱ+ଜି ଧାତୁ=ଜୟ କରିବା+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]

ବିଶ୍ୱଜୟୀ (ଦେଖ) - —Biṡwajayī (See).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସର୍ବ୍ୱସ୍ୱଦକ୍ଷିଣ ଯଜ୍ଞବିଶେଷ; ଯେଉଁ ଯଜ୍ଞରେ ସର୍ବସ୍ୱ ଦକ୍ଷିଣା ଦିଆଯାଏ —୧. Name of a vedic sacrifice in which the performer's all worldy belongings are given as present to the priests.
୨. ବରୁଣ ଦେବତାଙ୍କର ପାଶ ନାମକ ଅସ୍ତ୍ର —୨. Name of the noose of the Baruṇa God.
୩. ନ୍ୟାୟବିଶେଷ —୩. Name of a system of logic.