Jump to content

ବିଶ୍ୱଜୟୀ

ଉଇକିଅଭିଧାନ‌ରୁ

ବିଶ୍ୱଜୟୀ

ଉଚ୍ଚାରଣ

[ସମ୍ପାଦନା]
(ବିଶ୍ୱଜୟିନୀ—ସ୍ତ୍ରୀ) 

ବିଶ୍ୱବିଜୟୀ, ବିଶ୍ୱଜେତା, ବିଶ୍ୱବିଜେତାଅନ୍ୟରୂପ

ସଂସ୍କୃତ - ସଂଞ୍ଚ.ପୁଲିଙ୍ଗ - (ବିଶ୍ୱ+ଜି ଧାତୁ=ଜୟ କରିବା+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯେ ସମଗ୍ର ପୃଥୀବୀକୁ ଜୟକରିଅଛି — ୧. Conquering the whole world.
୨. ତ୍ରୈଲୋକ୍ୟବିଜୟୀ; ଯେ ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳକୁ ଜୟ କରି ଅଛନ୍ତି —୨. Victorious over the three worlds.