ବିଶ୍ୱତୁଳସୀ
ଦେଖଣା
ବିଶ୍ୱତୁଳସୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଶ୍ୱତୁଳସୀ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବନ୍ୟ ତୁଳସୀ ବିଶେଷ; ଲଣ୍ଡାବଗୁଲି — The common sweet Basil; Ocymum Basilicum.
[ଦ୍ରଷ୍ଟବ୍ୟ —ଏହାର କ୍ୱାଥ ମେହ, ଉଦରାମୟ ଓ ଅତିସାର ରୋଗରେ ଉପକାରୀ ଏହାର ପତ୍ରର ରସ କୃମି ଓ ସର୍ପବିଷ— ନାଶକ ଏଥିର ବୀଜ ଗରମ ପାଣିରେ ପଡ଼ିଲେ ଫୁଲି ଉଠେ କୃଷ୍ଣ ଓ ଶ୍ୱେତପତ୍ର ଭେଦରେ ଏହା ଦୁଇ ପ୍ରକାର]