Jump to content

ବିଶ୍ୱଦକ୍ଷିଣ

ଉଇକିଅଭିଧାନ‌ରୁ

ବିଶ୍ୱଦକ୍ଷିଣ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwadakshiṇa
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo dˈɔ kˈɔ hˈʌlˈʌntɔ mˌudʰennoʃʃˈɔ hɾˌɔʃʃoˈikaɾ ɳˈɔ

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବିଶ୍ୱ=ସମଗ୍ର+ଦକ୍ଷିଣାଚ ଯହିଁରେ ଯଜ୍ଞକାରୀଙ୍କର ସମସ୍ତ ସମ୍ପତ୍ତି ଦକ୍ଷିଣା ଦିଆ ଯାଏ)

[ସମ୍ପାଦନା]

ବିଶ୍ୱଜିତ୍ ନାମକ ଯଜ୍ଞବିଶେଷ —Name of a vedic sacrifice in which the performer's all worldly belongings are given as present to the priests.