Jump to content

ବିଶ୍ୱଦେବ

ଉଇକିଅଭିଧାନ‌ରୁ

ବିଶ୍ୱଦେବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶ୍ୱ=ସକଳ+ଦିବ୍ ଧାତୁ=କ୍ରୀଡ଼ା କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ଅଗ୍ନି ଦେବତା —୧. The Fire god.
୨. ଗଣଦେବତା ବିଶେଷ —୨. Name of ten groups of Ḍeities.

[ଦ୍ରଷ୍ଟବ୍ୟ —ଏମାନଙ୍କର ସଂଖ୍ୟା ୧; ଯଥା—ବସୁ, ସତ୍ୟ, କ୍ରତୁ, ଦକ୍ଷ. କାମ,— କାଳ, ଧୃତି କୁରୁ ପୁରୁରବାଃ ମାଦ୍ରବ]