Jump to content

ବିଶ୍ୱନାଥ

ଉଇକିଅଭିଧାନ‌ରୁ

ବିଶ୍ୱନାଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍; ବିଶ୍ୱ+ନାଥ)

[ସମ୍ପାଦନା]
୧. ମହାଦେବ ଶିବ —୧. Ṡiba.
୨. କାଶୀସ୍ଥିତ ଶିବମୂର୍ତ୍ତି; ବିଶ୍ୱେଶର —୨. Name of the image of ṡiba. worshipped at Benares.

ଦେଶଜ - ବିଶେଷ୍ୟ - ଫୁ. (ନାମ)

[ସମ୍ପାଦନା]
୧. ମନୁଷ୍ୟକୁ ଦିଆଯିବା ନାମ —୧. A name given to males.
୨. ପୁରୀ ଜିଲ୍ଲା ନିକଟବର୍ତ୍ତୀ ଗୋଟିଏ କ୍ଷୁଦ୍ର ପର୍ବତର ନାମ —୨. Name of a hill in the district of Puri near Delang station. B. N. Ry.

[ଉ—ଆସି ଅଛି ରଶ୍ମି ଗୁଳ୍ମ ଜଟାଧର ବିଶ୍ୱନାଥ ପରବତେ ରାଧାନାଥ ପାର୍ବତୀ]

୩. ବିଶ୍ୱନାଥ ଖୁଣ୍ଟିଆ (ଦେଖ) - — ୩. Biṡwanatha khuṇṭiā (See)