Jump to content

ବିଶ୍ୱନାଥ ଖୁଣ୍ଟିଆ

ଉଇକିଅଭିଧାନ‌ରୁ

ବିଶ୍ୱନାଥ ଖୁଣ୍ଟିଆ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwanātha khuṇṭiā
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo nˈɔ ˈakaɾ tʰˈɔ kʰˈunʈiˌa

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଆ ବିଚିତ୍ରରାମାୟଣ ପଦ୍ୟ ଗ୍ରନ୍ଥର ରଚୟିତା କବି —Name of an Oriya poet.

[ଦ୍ରଷ୍ଟବ୍ୟ —ଏହାଙ୍କର ବାସସ୍ଥାନ ପୁରୀ ସହର; ଏ ରାଜା ଦିବ୍ୟସିଂହ ଦେବ (ଖ୍ରୀ. ୧୬୯୨—୧୭୨: )ଙ୍କ ସମକାଳୀନ ଥିଲେ ଏହାଙ୍କ ରଚିତ ଓଡ଼ିଆ ବିଚିତ୍ର ରାମାୟଣର ଭାଷା ସରଳ ଓ ମଧୁର; ଛନ୍ଦମାନ ସୁଲଳିତ ଏ ଭଞ୍ଜୀୟ ଯୁଗର କବି ଥାଇ ମଧ୍ୟ ଏହାଙ୍କ ଗ୍ରନ୍ଥରେ ଆଦିରସକୁ ପ୍ରଶ୍ରୟ ଦେଇ ନାହାନ୍ତି ଉତ୍କଳରେ ସ୍ଥାନେ ସ୍ଥାନେ ଯେଉଁ ରାମାୟଣ ଯାତ୍ରା ଅଭିନୀତ ହୁଏ, ସେଥିରେ ଏହି ବିଚିତ୍ର ରାମାୟଣର ଛନ୍ଦଗୁଡ଼ିକ ରାଗରାଗିଣୀ ସହିତ ବୋଲାଯାଏ]