ବିଶ୍ୱନାଥ ମହାପାତ୍ର
ଦେଖଣା
ବିଶ୍ୱନାଥ ମହାପାତ୍ର
ଉଚ୍ଚାରଣ
[ସମ୍ପାଦନା](ବିଶ୍ୱନାଥ କବିରାଜ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ (ଖ୍ରୀ— ୧୪୬୫—୧୪୯୫: )ଙ୍କ ରାଜସଭାର ପଣ୍ଡିତ —Name of the Oriya author of Sāhitya Darpaṇa an authoritative Sanscrit work on Rhetoric
[ଦ୍ରଷ୍ଟବ୍ୟ —ଏ ଭାରତ— ବର୍ଷରେ ପ୍ରାମାଣ୍ୟ ସଂସ୍କୃତ ଅଳଙ୍କାର ସମ୍ୱନ୍ଧୀୟ ଗ୍ରନ୍ଥରୂପେ ଆଦୃତ ସାହିତ୍ୟଦର୍ପଣରେ ରଚୟିତା]