Jump to content

ବିଶ୍ୱନିନ୍ଦକ

ଉଇକିଅଭିଧାନ‌ରୁ

ବିଶ୍ୱନିନ୍ଦକ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwanindaka
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo nˈɔ hɾˌɔʃʃoˈikaɾ nˈɔ hˈʌlˈʌntɔ dˈɔ kˈɔ
(ବିଶ୍ୱନନ୍ଦିକା—ସ୍ତ୍ରୀ) 

(ବିଶ୍ୱନିନ୍ଦୁକ—ଅଶୁଦ୍ଧ ଦେଶଜ ରୂପ)

ସଂସ୍କୃତ - ବିଶେଷଣ - ପୁଂ—(ଆଧୁନିକ ପ୍ରୟୋଗ)—(ବିଶ୍ୱ+ନିନ୍ଦ୍ ଧାତୁ, =କୁତ୍ସା କରିବା+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ପୃଥିବୀର ସମସ୍ତ ବିଷୟକୁ ନିନ୍ଦା କରେ — Finding fault with everything; misanthropic.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଶ୍ୱଜନନ୍ଦାକାରୀ ବ୍ୟକ୍ତି —A misanthrope.