ବିଶ୍ୱପା
ଦେଖଣା
ବିଶ୍ୱପା
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ଫୁ. (ବିଶ୍ୱ+ପା ଧାତୁ=ପାଳନ କରିବା+କର୍ତ୍ତୃ. ଅ+ଆ)
- ୧. ବିଶ୍ୱର ପାଳନକର୍ତ୍ତା; ପରମେଶ୍ୱର — ୧. The sustainer of nourisher of the
universe; God.
- ୨. ସୂର୍ଯ୍ୟ —୨. The Sun,
- ୩. ଚନ୍ଦ୍ର —୩. The moon.
- ୪. ଅଗ୍ନି —୪. Fire.