Jump to content

ବିଶ୍ୱପ୍ରପଞ୍ଚ

ଉଇକିଅଭିଧାନ‌ରୁ

ବିଶ୍ୱପ୍ରପଞ୍ଚ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Biṡwaprapan̄cha
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo pˈɔ hˈʌlˈʌntɔ ɾˈɔ pˈɔ ˈiŋɔ̃ hˈʌlˈʌntɔ tʃˈɔ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଶ୍ୱ+ପ୍ରପଞ୍ଚ=ପରିସର)

[ସମ୍ପାଦନା]

ସମଗ୍ର ସଂସାର —The whole universe. or creation .

(ଉ—ବିଶ୍ୱପ୍ରପଞ୍ଚରେ ଏଡ଼େ ସୁସଞ୍ଚରେ ସୌନ୍ଦର୍ଯ୍ୟ ଆନ କି ଭଞ୍ଜ. ବୈଦେହୀଶବିଳାସ)