Jump to content

ବିଶ୍ୱମ୍ଭର

ଉଇକିଅଭିଧାନ‌ରୁ

ବିଶ୍ୱମ୍ଭର

(ବିଶ୍ୱମ୍ଭରା—ସ୍ତ୍ରୀ)

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ଫୁ(ବିଶ୍ୱମ୍=ବିଶ୍ୱକୁ +ଭୃ ଧାତୁ=ଭରଣ ଓ ପାଳନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ବିଶ୍ୱ— ପାଳକ —୧. Sustaining the universe.
୨. ବିଶ୍ୱର ଧାରଣକର୍ତ୍ତା —୨. Holding the universe.

ସଂସ୍କୃତ - ବିଶେଷଣ - ଫୁ

[ସମ୍ପାଦନା]
୧. ନାରାୟଣ; ବିଷ୍ଣୁ — ୧. Bishṇu.
୨. ଇନ୍ଦ୍ର —୨. Indra.

ଦେଶଜ - ବିଶେଷ୍ୟ - ଫୁ

[ସମ୍ପାଦନା]

ପୁରୁଷ ଲୋକଙ୍କୁ ଦିଆଯିବା ନାମ — A name given to males