Jump to content

ବିଶ୍ୱସ୍ତ

ଉଇକିଅଭିଧାନ‌ରୁ

ବିଶ୍ୱସ୍ତ

ଉଚ୍ଚାରଣ

[ସମ୍ପାଦନା]
(ବିଶ୍ୱାସ୍ତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ଫୁ (ବି+ଶ୍ୱସ୍ ଧାତୁ=ବିଶ୍ୱାସ କରବି+କର୍ମ. ତ)

[ସମ୍ପାଦନା]
୧. ବିଶ୍ୱାସପାତ୍ର; ଯାହା ଉପରେ ବିଶ୍ୱାସ ସ୍ଥାପନ କରାଯାଇ ପାରେ —୧. Reliable; trustworthy (Apte)
୨. ଯାହାଠାରେ ବିଶ୍ୱାସ କରାଯାଇ ଥାଏ —୨. Trusted (Apte).
୩. (ବି+ଶ୍ୱସ୍ ଧାତୁ+କତ୍ତୃ. ତ) ଯେ ଅନ୍ୟ ଉପରେ ବିଶ୍ୱାସ କରେ) ବିଶ୍ୱାସୀ —୩. Confiding; relying
(Apte).
୪. ନିର୍ଭୟ; ନିରାତଙ୍କ —୪. Fearless; confident (Apte).