ବିଶ୍ୱସ୍ତ ସୂତ୍ରରେ
ଦେଖଣା
ବିଶ୍ୱସ୍ତ ସୂତ୍ରରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଶ୍ୱସ୍ତ ସୂତ୍ରରେ
|
(ବିଶ୍ୱସ୍ତ ସୂତ୍ରେ—ଅନ୍ୟରୂପ)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ବିଶ୍ୱାସଯୋଗ୍ୟ ଭାବେରେ — ୧. Confidentially.
(ଯଥା—ମୁଁ ଏ ବିଷୟ ବିଶ୍ୱସ୍ତ ସୂତ୍ରରେ ଆବଗତ ହେଲି)
- ୨. ଗୁପ୍ତ ଭାବରେ —୨. Secretly.